ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରନ୍ଦା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରନ୍ଦା   ବିଶେଷ୍ୟ

ଅର୍ଥ : ଯେଉଁ ରନ୍ଦାରେ କାଠକୁ ଚିକ୍କଣ କରିବା‌ ପୂର୍ବରୁ ରନ୍ଦା ମରାଯାଏ

ଉଦାହରଣ : ବଢ଼େଇ ରନ୍ଦାରେ ପଟାକୁ ରନ୍ଦା ମାରୁଛି


ଅନ୍ୟ ଭାଷାରେ ଅନୁବାଦ :

एक प्रकार का रंदा जिससे खरादने से पहले लकड़ी रंदते हैं।

लोहार मठोरे से पटरा रंद रहा है।
मठौरा

ଅର୍ଥ : କାଠ ଛେଲିକରି ଚିକ୍କଣ ଓ ପରିଷ୍କାର କରିବାର ହତିଆର

ଉଦାହରଣ : ବଢ଼େଇ ପଟାକୁ ରନ୍ଦାରେ ଚିକ୍କଣ କରୁଛି


ଅନ୍ୟ ଭାଷାରେ ଅନୁବାଦ :

लकड़ी छीलकर चिकनी और साफ करने का औजार।

बढ़ई पटरे को रंदे से चिकना बना रहा है।
तक्षणी, रंदा, रद्दा

ଅର୍ଥ : କାଠ ପାଲିସ କରିବା ରଞ୍ଜା

ଉଦାହରଣ : ବଢେଇ ରଞ୍ଜାଦ୍ୱାରା ପତଳା କାଠପଟାକୁ ରନ୍ଦା ମାରୁଛି

ସମକକ୍ଷ : ରଞ୍ଜା


ଅନ୍ୟ ଭାଷାରେ ଅନୁବାଦ :

लकड़ी रेतने की रेती।

बढ़ई चोसे से पतले पटरे को रेत रहा है।
चोसा