ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରତ୍ନକାରିଗର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରତ୍ନକାରିଗର   ବିଶେଷ୍ୟ

ଅର୍ଥ : ରତ୍ନ ଆଦିକୁ କାଟି ସୁଗଢ଼ଣ କରୁଥିବା କାରିଗର

ଉଦାହରଣ : ବଣିଆ ଦୋକାନରେ ବସି ରତ୍ନକଟାଳି ପଥରକୁ କାଟି ଗହଣାରେ ବସାଉଛି

ସମକକ୍ଷ : ରତ୍ନକଟାଳି


ଅନ୍ୟ ଭାଷାରେ ଅନୁବାଦ :

नगीनों आदि को तराश कर सुडौल बनानेवाला कारीगर।

स्वर्णकार की दुकान पर बैठा बेगड़ी पत्थरों को तराश कर गहनों में जड़ रहा था।
बेगड़ी

Someone who makes jewelry.

jeweler, jeweller, jewelry maker