ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାଠ ପାଲିସ କରିବା ରଞ୍ଜା
ଉଦାହରଣ : ବଢେଇ ରଞ୍ଜାଦ୍ୱାରା ପତଳା କାଠପଟାକୁ ରନ୍ଦା ମାରୁଛି
ସମକକ୍ଷ : ରନ୍ଦା
ଅନ୍ୟ ଭାଷାରେ ଅନୁବାଦ :हिन्दी
लकड़ी रेतने की रेती।
ଅର୍ଥ : ଲତା ମଡାଇବା ପାଇଁ ପୋତାଯାଇଥିବା କାଠ
ଉଦାହରଣ : ରଞ୍ଜା ଉପରେ ମାଡି ଶିମ୍ବ ବହୁତ ଫଳେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
बेल चढ़ाने के लिए गाड़ी गई लकड़ी।
A framework that supports climbing plants.
ସଂସ୍ଥାପନ କରନ୍ତୁ