ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଜୋନିବୃତ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଜୋନିବୃତ୍ତି   ବିଶେଷ୍ୟ

ଅର୍ଥ : ସ୍ତ୍ରୀ ମାନଙ୍କର ମାସିକ ଧର୍ମ ବନ୍ଦ ହେବାର ସମୟ

ଉଦାହରଣ : ରଜୋନିବୃତ୍ତି ପରେ ସ୍ତ୍ରୀ ମାନଙ୍କର ଚର୍ମ ଶୁଖିଯାଏ


ଅନ୍ୟ ଭାଷାରେ ଅନୁବାଦ :

स्त्रियों का मासिक धर्म बंद होने का समय।

रजोनिवृत्ति के पश्चात् त्वचा खुश्क हो जाती है।
रजोनिवृत्ति

The time in a woman's life in which the menstrual cycle ends.

change of life, climacteric, menopause

ଅର୍ଥ : ସ୍ତ୍ରୀମାନଙ୍କର ରଜୋଧର୍ମରେ ବ୍ୟାଘାତ

ଉଦାହରଣ : ରଜୋନିବୃତ୍ତି ପରେ ହାଡ଼ଗୁଡିକ ଦୁର୍ବଳ ହୋଇଯାଏ


ଅନ୍ୟ ଭାଷାରେ ଅନୁବାଦ :

स्त्रियों की रजोधर्म की रुकावट।

अनार्तव के बाद हड्डियाँ कमज़ोर पड़ती जाती हैं।
अनार्तव

ଅର୍ଥ : ସ୍ତ୍ରୀମାନଙ୍କ ମାସିକ ଋତୁସ୍ରାବ ବନ୍ଦ ହେବାର ପ୍ରକ୍ରିୟା ବା ଅବସ୍ଥା

ଉଦାହରଣ : ରଜୋନିବୃତ୍ତିର ସମୟ ପଇଁଚାଳିଶରୁ ପଞ୍ଚାବନ ବର୍ଷ ବୟସ ମଧ୍ୟରେ ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

स्त्रियों का मासिक धर्म बंद होने की क्रिया या अवस्था।

रजोनिवृत्ति पैंतालीस से पचपन साल के बीच होता है।
रजोनिवृत्ति