ଅର୍ଥ : ସ୍ତ୍ରୀମାନଙ୍କ ଜନନେନ୍ଦ୍ରିୟରୁ ପ୍ରତିମାସ ତିନିଚାରି ଦିନ ପର୍ଯ୍ୟନ୍ତ ବାହାରୁଥିବା ରକ୍ତ ଆଦି
ଉଦାହରଣ :
ରଜ ସ୍ରାବ ସମୟରେ ଅନେକ ସ୍ତ୍ରୀଙ୍କର କଷ୍ଟ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
The monthly discharge of blood from the uterus of nonpregnant women from puberty to menopause.
The women were sickly and subject to excessive menstruation.ଅର୍ଥ : ମାଟି, ବାଲିଆଦିର ବହୁତ ସୂକ୍ଷ୍ମ ଚୂର୍ଣ୍ଣ ଯାହା ପ୍ରାୟତଃ ପୃଥିବୀର ଉପରି ଭାଗରେ ମିଳେ
ଉଦାହରଣ :
ଛୁଆମାନେ ଜଣେ ଅନ୍ୟର ଉପରକୁ ଧୂଳି ପକାଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
Fine powdery material such as dry earth or pollen that can be blown about in the air.
The furniture was covered with dust.