ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଙ୍ଗୋତ୍ସବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଙ୍ଗୋତ୍ସବ   ବିଶେଷ୍ୟ

ଅର୍ଥ : ଯେଉଁ ହିନ୍ଦୁ ପର୍ବରେ ହୋଲି ଜଳିବାର ଦ୍ବିତୀୟ ଦିନ ଚୈତ ବଦୀ ଜଣଙ୍କୁ ହୁଏ ଏବଂ ଯେଉଁଥିରେ ସକାଳେ ଲୋକମାନେ ପରସ୍ପର ଉପରକୁ କାଦୁଅ, ଧୁଳି ଏବଂ ସଂଦ୍ଧ୍ୟାବେଳେ ଅବିର ଫିଙ୍ଗାଫିଙ୍ଗି ହୁଅନ୍ତି

ଉଦାହରଣ : ହୋଲିଦିନ ଲୋକେ ପୁରୁଣା ଶତ୍ରୁତାକୁ ଭୁଲି ବାହୁରେ ଆଲିଙ୍ଗନ ହୁଅନ୍ତି

ସମକକ୍ଷ : ରଙ୍ଗପର୍ବ, ହୋଲି


ଅନ୍ୟ ଭାଷାରେ ଅନୁବାଦ :

हिंदुओं का एक त्योहार जो होली के जलने के दूसरे दिन चैत बदी प्रथमा को होता है और जिसमें लोग एक दूसरे पर अबीर, गुलाल, रंग आदि डालते हैं।

होली के दिन लोग पुरानी कटुता को भूलकर गले मिलते हैं।
धँधोर, धुरखेल, धुरड्डी, धुलेंडी, धूलिवंदन, रंगोत्सव, होली

A day or period of time set aside for feasting and celebration.

festival