ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଙ୍ଗଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଙ୍ଗଣୀ   ବିଶେଷ୍ୟ

ଅର୍ଥ : ଫୁଲ ଫୁଟୁଥିବା ଗୋଟିଏ ଗଛ

ଉଦାହରଣ : ସେ ତା ବାରିପଛରେ ରଙ୍ଗଣୀ ଲଗାଇଛି


ଅନ୍ୟ ଭାଷାରେ ଅନୁବାଦ :

एक फूलदार पौधा।

उसने अपने पिछवाड़े गुलअब्बास लगा रखा है।
अब्बास, गुल अब्बास, गुल-अब्बास, गुलअब्बास, गुलाबबाँस, गुलाबाँस

ଅର୍ଥ : ଏକ ପ୍ରକାରର ନାଲି ଫୁଲ

ଉଦାହରଣ : ପ୍ରାଚୀନ କାଳରେ ଲୋକମାନେ ରଙ୍ଗଣୀ ଫୁଲରୁ ରଙ୍ଗ ବାହାରକରି ହୋଲି ଖେଳୁଥିଲେ

ସମକକ୍ଷ : ରଙ୍ଗଣୀ ଫୁଲ


ଅନ୍ୟ ଭାଷାରେ ଅନୁବାଦ :

एक प्रकार का लाल फूल।

पहले लोग गुल्लाला से रंग निकालकर होली खेलते थे।
गुल्लाला

Reproductive organ of angiosperm plants especially one having showy or colorful parts.

bloom, blossom, flower