ଅର୍ଥ : ସୀମାଲଂଘନ,ଶିକାର କରିବା,ମାଛ ଆଦି ମାରିବାରୁ ଦୂର ରଖିବା ବା ବ୍ୟବହାର କରିବାକୁ ନ ଦେବା
ଉଦାହରଣ :
ଏହି ପୋଖରୀକୁ ସୁରକ୍ଷିତ ରଖନ୍ତ
ସମକକ୍ଷ : ବଞ୍ଚାଇବା, ସଂରକ୍ଷିତ କରିବା, ସୁରକ୍ଷିତ ରଖିବା
ଅନ୍ୟ ଭାଷାରେ ଅନୁବାଦ :
अतिक्रमण, शिकार करने, मछली आदि मारने से दूर रखना या उपयोग न करने देना।
इस झील को बचाइए।Keep undisturbed for personal or private use for hunting, shooting, or fishing.
Preserve the forest and the lakes.ଅର୍ଥ : ନଷ୍ଟ ବା ଅନ୍ତ ବା ଭଙ୍ଗୁର ହେବାରୁ ରକ୍ଷାକରିବା ବା ସୁରକ୍ଷିତ ରଖିବା
ଉଦାହରଣ :
ଗୃହର ଶାନ୍ତି ବଜାୟ ରଖନ୍ତୁ କେତେକ ଆଦିବାସୀ ଜାତି ଆଜି ବି ପୁରାତନ ପରମ୍ପରାକୁ ଜୀବିତ ରଖିଛନ୍ତି
ସମକକ୍ଷ : ଜୀବିତ ରଖିବା, ବଜାୟ ରଖିବା, ବଞ୍ଚେଇ ରଖିବା, ସଜୀବ ରଖିବା, ସୁରକ୍ଷିତ ରଖିବା
ଅନ୍ୟ ଭାଷାରେ ଅନୁବାଦ :
* नष्ट या अंत या भंग होने से बचाना या सुरक्षित रखना।
घर की शांति को बनाए रखिए।