ଅର୍ଥ : ସୂର୍ଯ୍ୟ ଉଦୟ ଏବଂ ଅସ୍ତ ସମୟରେ ଆକାଶରେ ଦେଖାଯାଉଥିବା ରକ୍ତିମ ଆଭା
ଉଦାହରଣ :
ରକ୍ତିମ ଆଭାର ଅସୀମ ସୌନ୍ଦର୍ଯ୍ୟ ମନକୁ ଆକୃଷ୍ଟ କରେ
ସମକକ୍ଷ :
ଲାଲିମା
ଅନ୍ୟ ଭାଷାରେ ଅନୁବାଦ :
सूर्य के निकलने और डूबने के समय आकाश में दिखाई देनेवाली लालिमा।
शफक की अतिव सुंदरता मन को लुभाती है।
शफक,
शफ़क़