ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରକ୍ତସ୍ରାବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରକ୍ତସ୍ରାବ   ବିଶେଷ୍ୟ

ଅର୍ଥ : ଶରୀରର କୌଣସି ଅଙ୍ଗ କଟି ଯିବାରୁ ବା ଅନ୍ୟ କୌଣସି କାରଣରୁ ରକ୍ତ ବାହାରିବାର ପ୍ରକ୍ରିୟା

ଉଦାହରଣ : ଅତ୍ୟଧିକ ରକ୍ତସ୍ରାବ କାରଣରୁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିର ମୃତ୍ୟୁ ହେଲା

ସମକକ୍ଷ : ରୁଧିରସ୍ରାବ


ଅନ୍ୟ ଭାଷାରେ ଅନୁବାଦ :

शरीर के किसी अंग के कट-फट जाने के कारण या और किसी प्रकार से उसमें से ख़ून बहने की क्रिया।

अत्यधिक रक्तस्राव के कारण दुर्घटनाग्रस्त व्यक्ति की मृत्यु हो गयी।
ब्लीडिंग, रक्तस्राव, रुधिरस्राव

ଅର୍ଥ : ଘୋଡ଼ାମାନଙ୍କୁ ହେଉଥିବା ଏକ ରୋଗ

ଉଦାହରଣ : ରକ୍ତସ୍ରାବରେ ଘୋଡ଼ାର ଆଖିରୁ ଲାଲ ପାଣି ବା ରକ୍ତ ବହେ


ଅନ୍ୟ ଭାଷାରେ ଅନୁବାଦ :

घोड़ों को होनेवाला एक रोग।

रक्तस्राव में घोड़े के नेत्रों से लाल पानी या रक्त बहता है।
रक्तस्राव