ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରକ୍ତପିତ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରକ୍ତପିତ୍ତ   ବିଶେଷ୍ୟ

ଅର୍ଥ : ଆପେଆପେ ନାକରୁ ରକ୍ତ ବହିବା ରୋଗ ଯାହା ପ୍ରାୟତଃ ଗରମ ଦିନରେ ହୋଇଥାଏ

ଉଦାହରଣ : ତାର ବାରମ୍ବାର ରକ୍ତପିତ୍ତ ହେଉଛି


ଅନ୍ୟ ଭାଷାରେ ଅନୁବାଦ :

अपने आप नाक से रक्त बहने का एक रोग जो प्रायः गर्मी के दिनों में होता है।

उसे बार-बार नकसीर फूट जाती है।
नकसीर, रक्तपित्त

Bleeding from the nose.

epistaxis, nosebleed