ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯୌତୁକ ପ୍ରଥା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯୌତୁକ ପ୍ରଥା   ବିଶେଷ୍ୟ

ଅର୍ଥ : ଯେଉଁ ପ୍ରଥାନୁସାରେ ବିବାହ ସମୟରେ କନ୍ୟା ପକ୍ଷ ତରଫରୁ ବର ପକ୍ଷକୁ କିଛି ଧନ, ବସ୍ତ୍ରଆଦି ଦେବାକୁପଡ଼େ

ଉଦାହରଣ : ଯୌତୁକ ପ୍ରଥା ସମାଜପାଇଁ ଅଭିଶାପ

ସମକକ୍ଷ : ଯୌତୁକ


ଅନ୍ୟ ଭାଷାରେ ଅନୁବାଦ :

एक प्रथा जिसमें विवाह के समय कन्या पक्ष के द्वारा वर पक्ष को कुछ धन,वस्त्र आदि देना पड़ता है।

दहेज प्रथा समाज के लिए अभिशाप है।
दहेज, दहेज प्रथा, दहेज़, दहेज़ प्रथा