ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗାଡ଼ି, ଘଣା ଓ ହଳଆଦି ଚଳାଇବା ନିମନ୍ତେ ତା’ ଆଗରେ ଘୋଡ଼ା, ବଳଦଆଦି ବାନ୍ଧିବା
ଉଦାହରଣ : ଘଣା ଚଳାଇବା ନିମନ୍ତେ କୃଷକ ବଳଦ ଯୋଚିଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
गाड़ी, कोल्हू, हल आदि चलाने के लिए उनके आगे घोड़े, बैल आदि बाँधना।
Put a harness.
ଅର୍ଥ : ଗାଡ଼ି, ଘଣା, ହଳ ଆଦି ଚଳାଇବା ପାଇଁ ତା ଆଗରେ ଘୋଡ଼ା, ବଳଦ ଆଦି ବାନ୍ଧିବା
ଉଦାହରଣ : ବଳଦଗାଡ଼ିରେ ଦୁଇଟି ବଳଦ ଯୋଚାହୁଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
गाड़ी, कोल्हू, हल आदि चलाने के लिए उनके आगे घोड़े, बैल आदि का बँधना।
ସଂସ୍ଥାପନ କରନ୍ତୁ