ଅର୍ଥ : ହଳ, ଗାଡି ଆଦିରେ ଯୋଚା ଯାଉଥିବା ପଶୁ
ଉଦାହରଣ :
ବଳଦ ଏକ ଯୋଚା ପଶୁ ଯୋଚା ପଶୁ କୃଷକମାନଙ୍କ ନିମନ୍ତେ ବହୁତ ଉପଯୋଗୀ
ଅନ୍ୟ ଭାଷାରେ ଅନୁବାଦ :
वह पशु जो हल, गाड़ी आदि में जोता जाता है।
बैल एक जोत पशु है।An animal trained for and used for heavy labor.
work animal