ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯୋଗନିୟମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯୋଗନିୟମ   ବିଶେଷ୍ୟ

ଅର୍ଥ : ଯୋଗର ଆଠ ଅଙ୍ଗ ମଧ୍ୟରୁ ଗୋଟିଏ, ଯେଉଁଥିରେ ପବିତ୍ରତା ଏବଂ ସନ୍ତୋଷ ପୂର୍ବକ ରହି ତପସ୍ୟା,ସ୍ୱାଧ୍ୟାୟ ଏବଂ ଈଶ୍ୱରଙ୍କ ଚିନ୍ତନ କରାଯାଏ

ଉଦାହରଣ : ସାଧୁ-ସନ୍ୟାସୀମାନେ ଯୋଗନିୟମ ପାଳନ କରନ୍ତି


ଅନ୍ୟ ଭାଷାରେ ଅନୁବାଦ :

योग के आठ अंगों में से एक जिसमें पवित्रता और संतोषपूर्वक रहकर तपस्या,स्वाध्याय और ईश्वर का चिंतन किया जाता है।

साधु-संन्यासी योग-नियमों का पालन करते हैं।
नियम, योग-नियम, योगनियम