ଅର୍ଥ : ଯୋଚା ଯାଇଥିବା ପଶୁମାନଙ୍କ ଗଳାର ଦଉଡ଼ି ଯାହାର ଗୋଟିଏ ପାଖ ପଶୁର ଗଳାରେ ବନ୍ଧା ହୋଇଥାଏ ଏବଂ ଅନ୍ୟପଟଟି ପଶୁ ଯୋଚା ହୋଇଥିବା ବସ୍ତୁରେ ବନ୍ଧା ହୋଇଥାଏ
ଉଦାହରଣ :
କୃଷକ ବଳଦକୁ ବଳଦଗାଡ଼ିରେ ଯୋଚି ଯୁଆଳିରେ ବାନ୍ଧିଛି
ସମକକ୍ଷ : ଯୁଆଳି
ଅନ୍ୟ ଭାଷାରେ ଅନୁବାଦ :
Either of two lines that connect a horse's harness to a wagon or other vehicle or to a whiffletree.
trace