ଅର୍ଥ : ଯେ ଯକ୍ଷଙ୍କ ପୂଜା କରେ
ଉଦାହରଣ :
କେତେକ ଯକ୍ଷୀ ଧନ ଆଦି ପାଇଁ ଯକ୍ଷଙ୍କ ଉପାସନା କରନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୁବେରଙ୍କ ଜଣେ ପତ୍ନୀ
ଉଦାହରଣ :
କୁବେରଙ୍କ ଅନେକ ପତ୍ନୀଙ୍କ ମଧ୍ୟରୁ ଯକ୍ଷୀ ଜଣେ ଥିଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being