ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୌଖିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୌଖିକ   ବିଶେଷଣ

ଅର୍ଥ : ଯାହା ବାସ୍ତବରେ ନଥିଲେ ବି ମୁହଁରେ କହି ବା ମାନି ତିଆରି କରାଯାଇଛି

ଉଦାହରଣ : ସେ ମୋର ମୁହଁକୁହା ଭାଇ

ସମକକ୍ଷ : ମୁହଁକୁହା, ମୁହଁବୋଲା


ଅନ୍ୟ ଭାଷାରେ ଅନୁବାଦ :

जो वास्तव में न होने पर भी मुँह से कहकर या मानकर बनाया गया हो।

वह मेरा मुँहबोला भाई है।
मुँह-बोला, मुँहबोला

ଅର୍ଥ : ମୁଖ,ବାଣୀ, ବା ଉଚ୍ଚାରଣ ସହ ସମ୍ବନ୍ଧ ରଖୁଥିବା

ଉଦାହରଣ : କାହାର ଯୋଗ୍ୟତା ଜାଣିବାପାଇଁ ମୌଖିକ ତଥା ଲିଖିତ ପରୀକ୍ଷା କରାଯାଏ


ଅନ୍ୟ ଭାଷାରେ ଅନୁବାଦ :

मुख, वाणी या उच्चारण से संबंध रखने वाला।

किसी की योग्यता परखने के लिए मौखिक तथा लिखित परीक्षा ली जाती है।
आस्य, जबानी, ज़बानी, ज़ुबानी, जुबानी, मुँहअखरी, मौखिक, वाचिक

Using speech rather than writing.

An oral tradition.
An oral agreement.
oral, unwritten