ଅର୍ଥ : ଅନ୍ୟକୁ ମୋହିତ କରିବାର ଶକ୍ତି
ଉଦାହରଣ :
କିଛି ଲୋକଙ୍କର ଏଭଳି ବିଶ୍ୱାସ ଅଛି ଯେ କେତେକ ସାଧୁ ସନ୍ୟାସୀ ମୋହିନୀ ଶକ୍ତି ପ୍ରଭାବରେ ଲୋକଙ୍କୁ ନିଜର ବଶ କରିନିଅନ୍ତି
ସମକକ୍ଷ : ମୋହିନୀ ଶକ୍ତି
ଅନ୍ୟ ଭାଷାରେ ଅନୁବାଦ :
दूसरे को मोहित करने की शक्ति।
कुछ लोगों को ऐसा विश्वास है कि कुछ साधु-संन्यासी मोहनी के प्रभाव से लोगों को अपने वश में कर लेते हैं।ଅର୍ଥ : ସମୁଦ୍ର ମନ୍ଥନ ପରେ ଅମୃତ ବାଣ୍ଟିବା ସମୟରେ ବିଷ୍ଣୁ ଯେଉଁ ସ୍ତ୍ରୀ ବେଶ ଧାରଣ କରିଥିଲେ
ଉଦାହରଣ :
ସବୁ ଅସୁର ମୋହିନୀଙ୍କ ରୂପରେ ମୋହିତ ହୋଇଗଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଯେ ମୋହିତ କରେ
ଉଦାହରଣ :
ତାର ମୋହିନୀ ରୂପରେ ଯୁବକଟି ଫସିଗଲା
ଅନ୍ୟ ଭାଷାରେ ଅନୁବାଦ :
Capturing interest as if by a spell.
Bewitching smile.