ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମୋହର ଲଗାଇବା ପରେ ପ୍ରାପ୍ତ ଛାପ ବା ଆକୃତି
ଉଦାହରଣ : ସେ କାଗଜ ଉପରେ ଲାଗିଥିବା ମୋହରରେ ଦସ୍ତଖତ କଲେ
ସମକକ୍ଷ : ଛାପ, ଷ୍ଟାମ୍ପ୍, ସିଲ
ଅନ୍ୟ ଭାଷାରେ ଅନୁବାଦ :हिन्दी
मोहर लगाने पर प्राप्त छाप या आकृति।
ଅର୍ଥ : ସତରଶହ ଶତାଦ୍ଦୀର ମଧ୍ୟଭାଗରୁ ଉଣେଇଶ ଶହ ବତିଶ ପର୍ଯ୍ୟନ୍ତ ଚଳୁଥିବା ଗୋଟିଏ ମୁଦ୍ରା
ଉଦାହରଣ : ମୋହର ସୁନା ବା ରୁପାରେ ହେଉଥିଲା
ସମକକ୍ଷ : ମଉଡ
ଅନ୍ୟ ଭାଷାରେ ଅନୁବାଦ :हिन्दी English
नेपाल में सत्रहवीं शताब्दी के मध्य से उन्नीस सौ बत्तीस तक चलने वाली मुद्रा।
Monetary unit in Nepal.
ଅର୍ଥ : ଅକ୍ଷର, ଚିହ୍ନ, ନାମଆଦିର ଛାପ ନେବା ବା ଏଥିରେ ଚାପଦେଇ ଅଙ୍କିତ କରୁଥିବା ସିଲ୍
ଉଦାହରଣ : ପ୍ରଧାନାଚାର୍ଯ୍ୟ ନିଜ ନାଁରେ ଏକ ମୋହର ତିଆରିକଲେ
ସମକକ୍ଷ : ଛାପା, ମୁଦ୍ରା, ଷ୍ଟାମ୍ପ୍
अक्षर, चिह्न, नाम आदि की छाप लेने या उन्हें दबाकर अंकित करने का ठप्पा।
A block or die used to imprint a mark or design.
ଅର୍ଥ : ସୁନାର ମୁଦ୍ରା
ଉଦାହରଣ : ସେ ସ୍ୱର୍ଣ୍ଣକାରଠାରୁ ମୋହର ବଦଳରେ ଟଙ୍କା ନେଲା
मुगल शासन में सोने का वह सिक्का जिसकी तौल, धातु आदि की प्रामाणिकता सिद्ध करने के लिए उस पर टकसाल या शासन का ठप्पा लगा रहता था।
ସଂସ୍ଥାପନ କରନ୍ତୁ