ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋଟର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋଟର   ବିଶେଷ୍ୟ

ଅର୍ଥ : ଯେଉଁ ଯନ୍ତ୍ର ଯେ କୌଣସି ପ୍ରକାର ଶକ୍ତିକୁ ଯାନ୍ତ୍ରିକ ଶକ୍ତିରେ ପରିବର୍ତ୍ତିତ କରିଦିଏ ଓ ତାହାଦ୍ୱାରା ଗତି ସୃଷ୍ଟି ହୁଏ

ଉଦାହରଣ : ଏହି ପଙ୍ଖାର ମୋଟର ଖରାପ ହୋଇଯାଇଛି


ଅନ୍ୟ ଭାଷାରେ ଅନୁବାଦ :

वह यंत्र जो किसी भी प्रकार की ऊर्जा को यांत्रिक ऊर्जा में परिवर्तित कर देता है जिससे गति मिलती है।

इस पंखे का मोटर खराब हो गया है।
मोटर

Machine that converts other forms of energy into mechanical energy and so imparts motion.

motor

ଅର୍ଥ : ଏକ ପ୍ରକାରର ଗାଡ଼ି ଯାହା ଯନ୍ତ୍ରରେ ଚାଲେ

ଉଦାହରଣ : ସେ ମୋଟର ଗାଡ଼ିରେ ବସି ସହର ଆଡ଼କୁ ବାହାରି ଗଲେ

ସମକକ୍ଷ : ମୋଟର ଗାଡ଼ି, ମୋଟର ଯାନ


ଅନ୍ୟ ଭାଷାରେ ଅନୁବାଦ :

एक प्रकार की गाड़ी जो मोटर से चलती है।

उसने मोटरगाड़ी से शहर की ओर प्रस्थान किया।
आटो, आटोमोबाइल, आटोमोबील, ऑटमोबील, ऑटो, ऑटोमोबाइल, ऑटोमोबील, मोटर, मोटर गाड़ी, मोटर यान, मोटर-गाड़ी, मोटरगाड़ी

A self-propelled wheeled vehicle that does not run on rails.

automotive vehicle, motor vehicle