ଅର୍ଥ : ଚେହେରାରେ ଦେଖାଯାଉଥିବା ମୃତ୍ୟୁର ଲକ୍ଷଣ
ଉଦାହରଣ :
ନିଜ ଆଗରେ ବାଘକୁ ଦେଖି ଶିକାରୀ ଚେହେରା ଉପରେ ମୃତ୍ୟୁର କଳାଛାଇ ଘୋଟି ଆସିଲା
ସମକକ୍ଷ :
ମୃତ୍ୟୁଭୟ
ଅନ୍ୟ ଭାଷାରେ ଅନୁବାଦ :
चेहरे पर दिखाई देने वाले मृत्यु के लक्षण।
शेर को अपने सामने देखते ही शिकारी के चेहरे पर मुर्दनी छा गई।
मुर्दनी