ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୂଳମନ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୂଳମନ୍ତ୍ର   ବିଶେଷ୍ୟ

ଅର୍ଥ : ଯେଉଁ ଉପାୟରେ କାମ ତୁରନ୍ତ ହୋଇଯାଏ ବା କୌଣସି କାମ କରିବାର ବିଶେଷ ଢଙ୍ଗ ବା ଉପାୟ

ଉଦାହରଣ : କୌଣସି ବିଶେଷ ଉପାୟ ବତାଅ ଯେଉଁଥିରେ ଏହି କାମ ଶୀଘ୍ର ହୋଇଯିବ

ସମକକ୍ଷ : ଗୂଢ଼ମନ୍ତ୍ର, ବିଶେଷ ଉପାୟ


ଅନ୍ୟ ଭାଷାରେ ଅନୁବାଦ :

वह उपाय जिसमें कोई काम तुरंत हो जाए या कोई काम करने का विशेष ढंग या तरीका।

कोई गुर बताइए जिससे यह काम जल्दी हो जाए।
गुर, मूलमंत्र, मूलमन्त्र, विशेष तरीका