ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୂଲିଆଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୂଲିଆଣୀ   ବିଶେଷ୍ୟ

ଅର୍ଥ : ମୂଲିଆର ସ୍ତ୍ରୀ

ଉଦାହରଣ : ମୂଲିଆ ଏବଂ ମୂଲିଆଣୀ ପ୍ରତି ଦିନ ସାଙ୍ଗହୋଇ କାମ କରିବାକୁ ଯା‌ଆନ୍ତି


ଅନ୍ୟ ଭାଷାରେ ଅନୁବାଦ :

मज़दूर की पत्नी।

मज़दूर और मज़दूरनी रोज़ साथ में काम पर जाते हैं।
मजदूरनी, मजदूरिन, मज़दूरनी, मज़दूरिन

A married woman. A man's partner in marriage.

married woman, wife

ଅର୍ଥ : ମୂଲ ଲାଗୁଥିବା ସ୍ତ୍ରୀ

ଉଦାହରଣ : ସ୍ୱାମୀର ଅକାଳ ମୃତ୍ୟୁ ତାକୁ ମୂଲିଆଣୀ କରିଦେଲା


ଅନ୍ୟ ଭାଷାରେ ଅନୁବାଦ :

मज़दूरी करनेवाली स्त्री।

पति की अकाल मृत्यु ने उसे मज़दूरनी बना दिया।
मजदूरनी, मजदूरिन, मज़दूरनी, मज़दूरिन