ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୂର୍ତ୍ତିମାନ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୂର୍ତ୍ତିମାନ୍   ବିଶେଷଣ

ଅର୍ଥ : ମୂର୍ତ୍ତି ରୂପରେ ଗଢ଼ା ବା ତିଆରି ହୋଇଥିବା

ଉଦାହରଣ : ଏହି ମନ୍ଦିରରେ ଭଗବାନ ଶିବ ମୂର୍ତ୍ତିମନ୍ତ ହୋଇଛନ୍ତି

ସମକକ୍ଷ : ମୂର୍ତ୍ତିମନ୍ତ


ଅନ୍ୟ ଭାଷାରେ ଅନୁବାଦ :

मूर्ति के रूप में गढ़ा या बनाया हुआ।

इस मंदिर में भगवान शिव मूर्तित हैं।
मूर्तित