ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୂତ୍ରମାର୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୂତ୍ରମାର୍ଗ   ବିଶେଷ୍ୟ

ଅର୍ଥ : ମୂତ୍ର ବାହାରିବା ରାସ୍ତା

ଉଦାହରଣ : ମୂତ୍ରମାର୍ଗରେ ପଥର ହେଲେ ପରିସ୍ରା କରିବାକୁ କଷ୍ଟ ହୁଏ

ସମକକ୍ଷ : ମୂତ୍ରନଳୀ, ମୂତ୍ରପଥ


ଅନ୍ୟ ଭାଷାରେ ଅନୁବାଦ :

मूत्र निकलने का रास्ता।

मूत्रमार्ग में पथरी होने से पेशाब करने में तक़लीफ़ होती है।
मूत्रनली, मूत्रनाली, मूत्रपथ, मूत्रप्रेसक, मूत्रमार्ग

The organs and tubes involved in the production and excretion of urine.

urinary tract