ଅର୍ଥ : ମୂତ୍ର ପରିବହନ କରୁଥିବା ବାହିକା
ଉଦାହରଣ :
ଜଣେ ବୈଜ୍ଞାନିକ ଶାରୀରିକ ଟିସୁରୁ ମୂତ୍ର ବାହିକା ବିକଶିତ କରିଥିବା ଦାବି କରିଛନ୍ତି
ସମକକ୍ଷ : ମୂତ୍ର ବାହିକା, ମୂତ୍ର ମାର୍ଗ, ୟୁରିନାରୀ ଟ୍ୟୁବ୍
ଅନ୍ୟ ଭାଷାରେ ଅନୁବାଦ :
मूत्र ले जानेवाली वाहिका।
एक वैज्ञानिक ने ऊतक से मूत्र वाहिका विकसित करने का दावा किया है।Either of a pair of thick-walled tubes that carry urine from the kidney to the urinary bladder.
ureter