ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁସମର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁସମର   ବିଶେଷ୍ୟ

ଅର୍ଥ : ଖେତରୁ ମୂଷାମାନଙ୍କୁ ଧରି ଖାଇଯାଉଥିବା ଏକ ପ୍ରକାର ପକ୍ଷୀ

ଉଦାହରଣ : ମୁସମର ଚଞ୍ଚୁରେ ଖୁମ୍ପିଖୁମ୍ପି ମୂଷାକୁ ଘାଇଲା କରିଦେଲା

ସମକକ୍ଷ : ମୁସମର ପକ୍ଷୀ, ମୂଷାମରା ଚଢ଼େଇ


ଅନ୍ୟ ଭାଷାରେ ଅନୁବାଦ :

एक प्रकार की चिड़िया जो खेत में चूहों को पकड़कर खाती है।

मुसमर ने चोंच मार-मारकर चूहे को घायल कर दिया।
मुसमर, मुसमर पक्षी