ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁରା ମଇଁଷି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁରା ମଇଁଷି   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ମଇଁଷି ଯାହାର ଶିଙ୍ଗ ଦୁଇଟି କୁଣ୍ଡଳ ଭଳି ମୋଡ଼ି ହୋଇଥାଏ ବା ଗୋଲାକାର ହୋଇଥାଏ

ଉଦାହରଣ : ରାମୁ ପାଖରେ ଗୋଟିଏ ମୁରା ଏବଂ ଦୁଇଟି ଗାଈ ଅଛନ୍ତି

ସମକକ୍ଷ : ମୁରା


ଅନ୍ୟ ଭାଷାରେ ଅନୁବାଦ :

एक प्रकार की भैंस जिसके दोनों सींग कुंडल की तरह मुड़े हुए या गोलाकार होते हैं।

रामू के पास एक मुर्रा और दो गायें हैं।
मुर्रा, मुर्रा भैंस