ଅର୍ଥ : କଂପ୍ୟୁଟର ଆଦିରୁ ଇଚ୍ଛା କରୁଥିବା ଜ୍ଞାତବ୍ୟତଥ୍ୟ, କଥା ଆଦିକୁ ଯେତେଦୂର ସମ୍ଭବ କାଗଜ ଆଦିରେ ନକଲ କରିପାରୁଥିବା ଉପକରଣ
ଉଦାହରଣ :
ଆପଣ ଏହି ପ୍ରିଣ୍ଟରରେ ରଙ୍ଗୀନ ଲେଖା ବାହାର କରିପାରିବେ
ସମକକ୍ଷ : ପ୍ରିଂଟର, ପ୍ରିଣ୍ଟର, ମୁଦ୍ରଣ ଯଂତ୍ର
ଅନ୍ୟ ଭାଷାରେ ଅନୁବାଦ :
वह उपकरण जिसके द्वारा कंप्यूटर आदि से इच्छित जानकारी, बात आदि को ज्यों का त्यों कागज आदि पर उतार लिया जाता है।
इस प्रिंटर से आप रंगीन प्रति निकाल सकते हैं।ଅର୍ଥ : ଯେଉଁ ଯନ୍ତ୍ର ସାହାଯ୍ୟରେ ଖବର କାଗଜ, ପୁସ୍ତକ ଆଦି ଛପାଯାଏ
ଉଦାହରଣ :
ବଡ଼ବାପା ଆମକୁ ମୁଦ୍ରଣ ଯନ୍ତ୍ର ଦେଖାଇବାପାଇଁ ମୁଦ୍ରଣାଳୟକୁ ନେଇ ଯାଇଥିଲେ
ସମକକ୍ଷ : ଛାପା ଯନ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :
वह यंत्र जिसकी सहायता से साधारण समाचार-पत्र, पुस्तकें आदि छापी जाती हैं।
ताऊ हमें मुद्रणयंत्र दिखाने के लिए मुद्रणालय ले गए थे।