ଅର୍ଥ : ମାଟି-ପଥରର କିଛି ବାହାରି ପଡ଼ିଥିବା ଭୂଭାଗ
ଉଦାହରଣ :
ସେ ମୁଣ୍ଡିଆ ଉପରେ ଠିଆ ହୋଇ ମୋତେ ଡାକ ପକାଉଥିଲା
ଅନ୍ୟ ଭାଷାରେ ଅନୁବାଦ :
(usually plural) a rolling treeless highland with little soil.
downଅର୍ଥ : ଛୋଟମୋଟ ପାହାଡ଼
ଉଦାହରଣ :
ଆମେମାନେ ମନ୍ଦିର ନିକଟରେ ଥିବା ମୁଣ୍ଡିଆରେ ଚଢ଼ିଲୁ
ଅନ୍ୟ ଭାଷାରେ ଅନୁବାଦ :
The summit of a mountain.
mountain peak