ଅର୍ଥ : କୌଣସି ତରଳ ପଦାର୍ଥ ଗାଢ଼ା ହୋଇ ଜମାଟ ବାନ୍ଧିବାଦ୍ୱାରା ପ୍ରସ୍ତୁତ ହେଉଥିବା ଦାନା ବା ମୁଣ୍ଡା
ଉଦାହରଣ :
ଭାତ ଏତେ ପେଜୁଆ ହୋଇଗଲା ଯେ ତାହା ମୁଣ୍ଡାମୁଣ୍ଡା ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :
किसी तरल पदार्थ के गाढ़े होकर जमने से बनी हुई गुठली।
भात इतना गिला हो गया कि उसमें गुलथियाँ पड़ गईं।
गुलत्थी,
गुलथी