ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଗ   ବିଶେଷ୍ୟ

ଅର୍ଥ : ଗୋଟିଏ ଛୋଟ ଉଦ୍ଭିଦ

ଉଦାହରଣ : କୃଷକଟି ଖେତରେ ମୁଗରେ ପାଣି ଦେଉଛି


ଅନ୍ୟ ଭାଷାରେ ଅନୁବାଦ :

एक छोटा पौधा।

किसान खेत में मूँग की सिंचाई कर रहा है।
मूँग, मूंग, वर्णार्ह, वलाट

ଅର୍ଥ : ଗୋଟିଏ ଗାଢ଼ ସବୁଜ ରଙ୍ଗର ଶସ୍ୟ ଯେଉଁଥିରୁ ଡାଲି ତିଆରି ହୁଏ

ଉଦାହରଣ : ମୁଗ ଡାଲି ମୋତେ ବହୁତ ଭଲ ଲାଗେ


ଅନ୍ୟ ଭାଷାରେ ଅନୁବାଦ :

एक गहरे हरे रंग का अन्न जिसकी दाल बनती है।

मूँग की दाल मुझे बहुत ही पसंद है।
मूँग, मूंग, वर्णार्ह, वलाट

Edible seeds of various pod-bearing plants (peas or beans or lentils etc.).

pulse