ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଖ୍ୟବିଚାରପତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଖ୍ୟବିଚାରପତି   ବିଶେଷ୍ୟ

ଅର୍ଥ : ଉଚ୍ଚ ତଥା ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ନିର୍ଣ୍ଣାୟକ ବା ନ୍ୟାୟାଧୀଶ

ଉଦାହରଣ : ଉଚ୍ଚତମ ନ୍ୟାୟାଳୟର ପଇଁତିରିଶତମ ମୁଖ୍ୟବିଚାରପତି ରମେଶଚନ୍ଦ୍ର ଲାହୋତି ସରଳତାର ପ୍ରତୀକ

ସମକକ୍ଷ : ମୁଖ୍ୟ ନ୍ୟାୟାଧୀଶ


ଅନ୍ୟ ଭାଷାରେ ଅନୁବାଦ :

उच्च तथा उच्चतम न्यायालय का प्रधान निर्णायक या न्यायाधीश।

उच्चतम न्यायालय के पैंतीसवे मुख्यन्यायाधीश रमेशचंद्र लाहोती सादगी की मूर्ति हैं।
चीफ जस्टिस, मुख्य न्यायाधीश, मुख्यन्यायाधीश

The judge who presides over a supreme court.

chief justice