ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଖ୍ୟ ନ୍ୟାୟାଧୀଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଉଚ୍ଚ ତଥା ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ନିର୍ଣ୍ଣାୟକ ବା ନ୍ୟାୟାଧୀଶ

ଉଦାହରଣ : ଉଚ୍ଚତମ ନ୍ୟାୟାଳୟର ପଇଁତିରିଶତମ ମୁଖ୍ୟବିଚାରପତି ରମେଶଚନ୍ଦ୍ର ଲାହୋତି ସରଳତାର ପ୍ରତୀକ

ସମକକ୍ଷ : ମୁଖ୍ୟବିଚାରପତି


ଅନ୍ୟ ଭାଷାରେ ଅନୁବାଦ :

उच्च तथा उच्चतम न्यायालय का प्रधान निर्णायक या न्यायाधीश।

उच्चतम न्यायालय के पैंतीसवे मुख्यन्यायाधीश रमेशचंद्र लाहोती सादगी की मूर्ति हैं।
चीफ जस्टिस, मुख्य न्यायाधीश, मुख्यन्यायाधीश

The judge who presides over a supreme court.

chief justice