ଅର୍ଥ : କୌଣସି ବ୍ୟକ୍ତିର ଚେହେରାରୁ ପ୍ରକଟ ହେଉଥିବା ଭାବ
ଉଦାହରଣ :
ଆପଣଙ୍କ ହାବଭାବରୁ ଆପଣ ରାଗିଲା ଭଳି ଲାଗୁଛନ୍ତି
ସମକକ୍ଷ : ଚେହେରା, ମୁଖାଭିବ୍ୟକ୍ତି, ହାବଭାବ
ଅନ୍ୟ ଭାଷାରେ ଅନୁବାଦ :
किसी व्यक्ति के चेहरे से प्रकट होने वाला भाव।
आपकी शक्ल बता रही है कि आप गुस्से में हैं।The feelings expressed on a person's face.
A sad expression.