ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୀମାଂସନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୀମାଂସନ   ବିଶେଷ୍ୟ

ଅର୍ଥ : ନିଜର ମତକୁ ପୁଷ୍ଟ କରିବା ପାଇଁ ପ୍ରମାଣପୂର୍ବକ କିଛି କହିବା କ୍ରିୟା

ଉଦାହରଣ : ବୈଜ୍ଞାନିକ ଜଣଙ୍କ ନିଜର ନୂଆ ମତ ପ୍ରତିପାଦନ କଲେ

ସମକକ୍ଷ : ନିର୍ଣ୍ଣୟ, ନିର୍ବାହ, ପ୍ରତିପାଦନ, ସମ୍ପାଦନ


ଅନ୍ୟ ଭାଷାରେ ଅନୁବାଦ :

अपना मत पुष्ट करने के लिए प्रमाणपूर्वक कुछ कहने की क्रिया।

वैज्ञानिक ने अपने नये मत का प्रतिपादन किया।
अभिमंडन, अभिमण्डन, प्रतिपादन