ଅର୍ଥ : ଯିଏ ଯନ୍ତ୍ର ଆଦିର ମରାମତି କରେ
ଉଦାହରଣ :
କାରୀଗର କାର ମରାମତି କରୁଛି
ସମକକ୍ଷ : କାରୀଗର, ଯନ୍ତ୍ରବିଦ୍
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଘର ବା କାଠ, ଧାତୁଆଦିର ଆସବାବ ପତ୍ର ତିଆରି କରୁଥିବା ବ୍ୟକ୍ତି
ଉଦାହରଣ :
ଏହି ମୂର୍ତ୍ତି ଭଲ କାରିଗରଦ୍ୱାରା ତିଆରି କରାଯାଇଛି
ସମକକ୍ଷ : କାରିଗର
ଅନ୍ୟ ଭାଷାରେ ଅନୁବାଦ :