ଅର୍ଥ : କୌଣସି କାମଆଦିକୁ କରିବାପାଇଁ କାହାକୁ ସାଙ୍ଗ କରିବା ବା କୌଣସି କାମ, ଦଳଆଦିରେ ମିଶିବା
ଉଦାହରଣ :
ଏହି ଦଳରେ ରାମ ମୋତେ ମଧ୍ୟ ସାମିଲ କରିଛି ଏହି କାମରେ ଭଲ ଲୋକମାନଙ୍କୁ ସାମିଲ କରନ୍ତୁ
ସମକକ୍ଷ : ସମ୍ମିଳିତ କରିବା, ସାମିଲ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी कार्य आदि को करने के लिए साथ करना या किसी काम, दल आदि में रखना।
इस कार्य में अच्छे लोगों को शामिल कीजिए।ଅର୍ଥ : ନିଜ ପକ୍ଷରେ କରିବା
ଉଦାହରଣ :
ଓକିଲ ବିରୋଧୀ ଦଳର ସାକ୍ଷୀକୁ ନିଜ ପକ୍ଷରେ ମିଶାଇ ଦେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ଦ୍ରବଣରେ କୌଣସି ବସ୍ତୁକୁ ହଲେଇକି ମିଶେଇବା
ଉଦାହରଣ :
ଆମେ ସରବତ୍ ତିଆରି କରିବାପାଇଁ ପାଣିରେ ଚିନି ଗୋଳାଉ
ସମକକ୍ଷ : ଗୋଳାଇବା, ମିଶ୍ରଣ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी द्रव पदार्थ में कोई वस्तु हिलाकर मिलाना।
हम शरबत बनाने के लिए पानी में शक्कर घोलते हैं।