ଅର୍ଥ : ଖ୍ରୀଷ୍ଟଧର୍ମର ପ୍ରଚାର କରୁଥିବା ସଂସ୍ଥା
ଉଦାହରଣ :
ମିଶନର ନୀତିଦ୍ୱାରା ପ୍ରଭାବିତ ହୋଇ ସେ ଖ୍ରୀଷ୍ଟଧର୍ମ ଗ୍ରହଣ କଲା
ଅନ୍ୟ ଭାଷାରେ ଅନୁବାଦ :
ईसाई धर्म का प्रचार करने वाली संस्था।
मिशन के विचारों से प्रभावित होकर उसने ईसाई धर्म अपना लिया।Someone who attempts to convert others to a particular doctrine or program.
missionaryଅର୍ଥ : ଏକ ବିଶିଷ୍ଟ କାର୍ଯ୍ୟପାଇଁ କୌଣସି ସ୍ଥାନକୁ ପଠାଯାଉଥିବା ଲୋକମାନଙ୍କର ଗୋଷ୍ଠୀ
ଉଦାହରଣ :
ମିଶନ ତାର ଉଦ୍ଦେଶ୍ୟରେ ସଫଳ ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
किसी विशिष्ट कार्य के लिए कहीं भेजा जाने वाला लोगों का दल।
मिशन अपने उद्देश्य में सफल हो गया है।ଅର୍ଥ : କୌଣସି ଧର୍ମ ବା ରୀତିର ପ୍ରଚାର କରୁଥିବା ସଂସ୍ଥା
ଉଦାହରଣ :
ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ମିଶନ ସ୍ଥାପନ କରିଥିଲେ ଜଣେ ସୁଯୋଗ୍ୟ ଗୁରୁ ଏହି ମିଶନର ପରିଚାଳନା କରନ୍ତି
ଅନ୍ୟ ଭାଷାରେ ଅନୁବାଦ :
किसी धर्म या पंथ का प्रचार करने वाली संस्था।
रामकृष्ण मिशन की स्थापना स्वामी विवेकानन्द ने की थी।An organization of missionaries in a foreign land sent to carry on religious work.
foreign mission, mission, missionary post, missionary station