ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମିଥ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମିଥ୍   ବିଶେଷ୍ୟ

ଅର୍ଥ : ଯେଉଁ ପାରମ୍ପରିକ କାହାଣୀକୁ ଇତିହାସରେ ମଧ୍ୟ ସ୍ଥାନ ମିଳିଛି

ଉଦାହରଣ : ସେ ମିଥ୍ ପଢ଼ିବାପାଇଁ ଆଗ୍ରହ ପ୍ରକାଶ କରେ


ଅନ୍ୟ ଭାଷାରେ ଅନୁବାଦ :

वह पारंपरिक कहानी जिसे इतिहास में भी जगह मिली हो।

वह मिथक पढ़ने में रुचि लेता है।
मिथक

A traditional story accepted as history. Serves to explain the world view of a people.

myth

ଅର୍ଥ : ମିଥ୍‌ ସମୂହ ବା ଯେଉଁ କାହାଣୀ କୌଣସି ସଂସ୍କୃତି ସହ ଜଡ଼ିତ

ଉଦାହରଣ : ଶ୍ୟାମ ପୌରାଣିକ କାହାଣୀ ପଢ଼ିବାକୁ ପସନ୍ଦ କରେ

ସମକକ୍ଷ : ପୌରାଣିକ କଥା, ପୌରାଣିକ କାହାଣୀ


ଅନ୍ୟ ଭାଷାରେ ଅନୁବାଦ :

मिथकों का समूह या वे कहानियाँ जो किसी संस्कृति आदि से जुड़ी हों।

श्याम पौराणिकी पढ़ने में रुचि लेता है।
पौराणिक कथाएँ, पौराणिक कहानियाँ, पौराणिकी, मिथक

Myths collectively. The body of stories associated with a culture or institution or person.

mythology