ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମିଥୁନ ରାଶି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମିଥୁନ ରାଶି   ବିଶେଷ୍ୟ

ଅର୍ଥ : ସୌର ଜ୍ୟୋତିଷ ଅନୁସାରେ କୌଣସି ବ୍ୟକ୍ତିର ଜନ୍ମ ସେତେବେଳେ ହୋଇଛି ଯେତେବେଳେ ସୂର୍ଯ୍ୟ ମିଥୁନରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷ ଅନୁସାରେ କୌଣସି ବ୍ୟକ୍ତିର ଜନ୍ମ ସେତେବେଳେ ହୋଇଛି ଯେତେବେଳେ ଚନ୍ଦ୍ର ମିଥୁନରାଶିରେ ଥାଏ

ଉଦାହରଣ : ମିଥୁନ ରାଶିର ବ୍ୟକ୍ତିଙ୍କପାଇଁ ଏବର୍ଷ ଟିକିଏ କଷ୍ଟଦାୟକ

ସମକକ୍ଷ : ମିଥୁନ


ଅନ୍ୟ ଭାଷାରେ ଅନୁବାଦ :

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य मिथुनराशि में हो।

मिथुनराशिवालों के लिए यह वर्ष थोड़ा कष्टमय है।
मिथुन राशिवाला, मिथुनराशिवाला

(astrology) a person who is born while the sun is in Gemini.

gemini, twin