ଅର୍ଥ : ନିଜ ମିତ୍ରକୁ ହତ୍ୟା କରୁଥିବା ବ୍ୟକ୍ତି
ଉଦାହରଣ :
ମିତ୍ରଘ୍ନକୁ କଠିନରୁ କଠିନ ଶାସ୍ତି ମିଳିବା ଆବଶ୍ୟକ
ସମକକ୍ଷ : ମିତ୍ରହନ୍ତା
ଅନ୍ୟ ଭାଷାରେ ଅନୁବାଦ :
A criminal who commits homicide (who performs the unlawful premeditated killing of another human being).
liquidator, manslayer, murdererଅର୍ଥ : ଜଣେ ଦୈତ୍ୟ
ଉଦାହରଣ :
ପୁରାଣରେ ମିତ୍ରଘ୍ନର ବର୍ଣ୍ଣନା ମିଳେ
ଅନ୍ୟ ଭାଷାରେ ଅନୁବାଦ :