ଅର୍ଥ : ଯେଉଁ ଯନ୍ତ୍ର ସାହାଯ୍ୟରେ ଘରକୁ ଆସୁଥିବା ପାଣି ମପା ଯାଇଥାଏ
ଉଦାହରଣ :
ଟାଙ୍କିର ମିଟର ଖରାପ ହୋଇଯାଇଛି
ଅନ୍ୟ ଭାଷାରେ ଅନୁବାଦ :
Meter for measuring the quantity of water passing through a particular outlet.
water meterଅର୍ଥ : ଘର ବା କାରଖାନା ଆଦିରେ ଖର୍ଚ୍ଚ ହେଉଥିବା ବିଜୁଳି ମାପିବାର ଯନ୍ତ୍ର
ଉଦାହରଣ :
ଆମ ଘରେ ଦୁଇଟି ମିଟର ଲାଗିଛି
ଅନ୍ୟ ଭାଷାରେ ଅନୁବାଦ :
घरों या कारख़ानों आदि में खर्च होनेवाली बिजली नापने का यंत्र।
मेरे घर में दो मीटर लगे हैं।ଅର୍ଥ : ଯେଉଁ ଯନ୍ତ୍ରଦ୍ୱାରା କୌଣସି ଚାଲୁଥିବା ବସ୍ତୁଆଦିର ଗତି ମପାଯାଇଥାଏ
ଉଦାହରଣ :
ଏହି ଯାନର ଗତିମାପକ କାମ କରୁନାହିଁ
ସମକକ୍ଷ : ଗତିମାପକ, ସ୍ପିଡୋମିଟର
ଅନ୍ୟ ଭାଷାରେ ଅନୁବାଦ :
वह यंत्र जिससे किसी चलने वाली वस्तु आदि की गति नापी जाती है।
इस वाहन का गति मापक काम नहीं कर रहा है।