ଅର୍ଥ : କୌଣସି ଏକ ନିର୍ଦ୍ଦିଷ୍ଟ ସମୟରୁ ଅନ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେଥିବା କାଳ ବା ସମୟ
ଉଦାହରଣ :
ଆମକୁ ଚାରି ଘଣ୍ଟା ଭିତରେ ଏହି କାମ ପୂରା କରିବାକୁ ହେବ
ଅନ୍ୟ ଭାଷାରେ ଅନୁବାଦ :
An amount of time.
A time period of 30 years.ଅର୍ଥ : ସେହି ନିର୍ଦ୍ଦିଷ୍ଟ ବା ନିଶ୍ଚିତ ସମୟ ଯାହା ପୂର୍ବରୁ କୌଣସି କାମ ହେବା ଆବଶ୍ୟକ ହୋଇଥାଏ
ଉଦାହରଣ :
ଏହି କାର୍ଯ୍ୟକୁ କରିବାର ଅବଧି ପୂରା ହୋଇଯାଇଛି
ସମକକ୍ଷ : ଅବଧି, କାଳାବଧି, ସ୍ଥିତିକାଳ
ଅନ୍ୟ ଭାଷାରେ ଅନୁବାଦ :
आविष्कार करने वाला व्यक्ति।
एक आविष्कारक के एक नए आविष्कार से तहलका मच गया है।