ଅର୍ଥ : ଜଗନ୍ନାଥଙ୍କ ନିକଟରେ ନୈବେଦ୍ୟ କରାଯାଉଥିବା ଅନ୍ନ
ଉଦାହରଣ :
ପୁରୀରୁ ଫେରିଆସିବାପରେ ମାଆ ଘରେଘରେ ମହାପ୍ରସାଦ ବଣ୍ଟାଇଲେ
ସମକକ୍ଷ :
ମହାପ୍ରସାଦ, ମହାର୍ଦ୍ଦ, ମାହାର୍ଦ୍ଦ
ଅନ୍ୟ ଭାଷାରେ ଅନୁବାଦ :
जगन्नाथ जी पर चढ़ाया हुआ भात।
जगन्नाथपुरी से लौटकर आने के बाद माँ ने घर-घर महाप्रसाद बँटवाया।
महाप्रसाद