ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାସିକ ଶ୍ରାଦ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାସିକ ଶ୍ରାଦ୍ଧ   ବିଶେଷ୍ୟ

ଅର୍ଥ : ପ୍ରତ୍ୟେକ ମାସରେ ହେଉଥିବା ଶ୍ରାଦ୍ଧ

ଉଦାହରଣ : ଆଜି ତାଙ୍କର ମାସିକ ଶ୍ରାଦ୍ଧକୁ ଯିବାର ଅଛି

ସମକକ୍ଷ : ଶ୍ରାଦ୍ଧ


ଅନ୍ୟ ଭାଷାରେ ଅନୁବାଦ :

हर महीने होने वाला श्राद्ध।

आज उनके यहाँ मासिक-श्राद्ध में जाना है।
अन्वाहार्य-श्राद्ध, अन्वाहार्यश्राद्ध, मासिक-श्राद्ध, मासिकश्राद्ध

ଅର୍ଥ : ମୃତକର ଆତ୍ମା ଶାନ୍ତିପାଇଁ ପ୍ରତ୍ୟେକ ମାସର ଅମାବାସ୍ୟା ଦିନ କରାଯାଉଥିବା ଶ୍ରାଦ୍ଧ

ଉଦାହରଣ : ମାସିକ ଶ୍ରାଦ୍ଧ ଦିନ ପଣ୍ଡିତଙ୍କୁ ଦାନ ମଧ୍ୟ ଦିଆଯାଇଥାଏ

ସମକକ୍ଷ : ଅନ୍ବାହାର୍ୟ ଶ୍ରାଦ୍ଧ


ଅନ୍ୟ ଭାଷାରେ ଅନୁବାଦ :

मृतक की आत्मा की शांति के लिए हर महीने की अमावस्या के दिन किया जाने वाला श्राद्ध।

मासिक श्राद्ध के दिन पंडितों को दान भी दिया जाता है।
अन्वाहार्य, अन्वाहार्य-श्राद्ध, मासिक श्राद्ध