ଅର୍ଥ : ପ୍ରତ୍ୟେକ ମାସର
ଉଦାହରଣ :
ଆମର ବିଦ୍ୟାଳୟର ମାସିକ ଶୁଳ୍କ ଶହେ ଟଙ୍କା ଏହି ପତ୍ରିକାରେ କେତେକ ମହତ୍ତ୍ୱପୂର୍ଣ୍ଣ କାମର ମାସିକ ବିବରଣୀ ଦିଆଯାଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପ୍ରତ୍ୟେକ ମାସରେ ଥରେ ବା ମାସମାସଧରି ହେଉଥିବା
ଉଦାହରଣ :
ଏହି ମନ୍ଦିରରେ ମାସିକ ରାମକଥାର ଆୟୋଜନ ହୁଏ
ଅନ୍ୟ ଭାଷାରେ ଅନୁବାଦ :
महीने में एक बार या हर महीने होनेवाला।
इस मंदिर में मासिक रामकथा का आयोजन होता है।