ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଷ   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରକାରର ଶସ୍ୟ ଯାହାର ଡାଲି ଖିଆ ଯାଏ

ଉଦାହରଣ : ବିରିରେ ବହୁତ ପରିମାଣରେ ପୋଷକତତ୍ତ୍ୱ ମିଳିଥାଏ

ସମକକ୍ଷ : ବିରି, ବିରି ଡାଲି


ଅନ୍ୟ ଭାଷାରେ ଅନୁବାଦ :

एक अनाज जिसकी दाल खायी जाती है।

उड़द में अधिक मात्रा में पोषक तत्व पाये जाते हैं।
उड़द, उड़दी, उरद, उर्द, धान्यवीर, नंदी, नन्दी, माष, वृषाकार, वृष्य

Edible seeds of various pod-bearing plants (peas or beans or lentils etc.).

pulse

ଅର୍ଥ : କୃଷକ ନିଜ ଖେତରେ ଲଗାଉଥିବା ଏକ ଛୋଟ ଗଛ ଯାହାର ମଞ୍ଜିକୁ ଡାଲି ରୂପରେ ଖିଆ ଯାଏ

ଉଦାହରଣ : କୃଷକ ବିରି ଅମଳ କରୁଛି

ସମକକ୍ଷ : ବିରି


ଅନ୍ୟ ଭାଷାରେ ଅନୁବାଦ :

एक पौधा जिसकी फलियों से प्राप्त बीज दाल के रूप में खाये जाते हैं।

किसान उड़द की कटाई कर रहा है।
उड़द, उड़दी, उरद, उर्द, धान्यवीर, माष, वृषाकार