ଅର୍ଥ : ଅନ୍ୟ କାହାଦ୍ୱାରା ନ୍ୟସ୍ତ କରାଯାଇଥିବା ଧନକୁ ହଜମ କରିବା ପ୍ରକ୍ରିୟା
ଉଦାହରଣ :
ମାଲହୋତ୍ରା ଉପରେ ଦଶ ଲକ୍ଷ ଟଙ୍କା ଆତ୍ମସାତର ଆରୋପ କରାଯାଇଛି
ସମକକ୍ଷ : ଆତ୍ମସାତ, କିଳାପୋତେଇ, ହଡ଼ପ
ଅନ୍ୟ ଭାଷାରେ ଅନୁବାଦ :
किसी दूसरे के सौंपे हुए धन को हज़म कर जाने की क्रिया।
मलहोत्रा पर दस लाख रुपये गबन करने का आरोप है।The fraudulent appropriation of funds or property entrusted to your care but actually owned by someone else.
defalcation, embezzlement, misapplication, misappropriation, peculation